ଅପବ୍ଯୟ କରନା

Share it

ଆମେ ତୁମ ହାତରେ ଦେଇଛୁ ୧,୭୫,୦୦୦ କୋଟି ଟଂକା ।
ଭାବି ଚିନ୍ତି ଖର୍ଚ କର, ଅପବ୍ଯୟ କରନା ।

ମନେରଖ ୩୦୦ ଟଂକା ରୋଜଗାର କରୁଥିବା ଗୋଟିଏ ମୁଲିଆ
ପ୍ରତିଦିନ ସରକାରୀ ହୁଣ୍ଡିକୁ ୫୪ ଟଂକା ଦାନ କରିଥାଏ
( ମୋଦୀଂକୁ ୨୭/-, ନବୀନଂକୁ ୨୭/- , ଯାହାକୁ ତୁମେ ଟିକସ କହୁଚ )

ହକି ଖେଳ ପରିଚାଳନା ଜ୍ଞାନପାଇଁ
ଆମ ମଂତ୍ରୀ ସଚିବ ବିଦେଶ ନ ଯାଇ
ସରକାରୀ ବିଦ୍ଯାଳୟରେ କେମିତି ଶିକ୍ଷାର ମାନ ବଢାଯାଇପାରେ
ସେକଥା ଶିଖିବାକୁ
କେଜ୍ରିୱାଲଂକ ପାଖକୁ ଯାଇଥିଲେ
ଭଲ ହୋଇ ଥାଆନ୍ତା ।


ଲକ୍ଷ୍ମୀଧର ନାୟକ
My Facebook Post: 7th August 2017


Share it

Leave a comment

Your email address will not be published. Required fields are marked *

Verified by MonsterInsights