ଅନୁଭବେ ଆସେ ନନ୍ଦର ବଳା ଗୋପର ଖେଳା

Share it

ଦୋଳ ପରବ

ଅନୁଭବେ ଆସେ
ନନ୍ଦର ବଳା
ଗୋପର ଖେଳା
ବୃଷଭାନୁ ଜେମା ରାଧିକାରାଣୀ
ଗୋପ ତରୁଣୀ
ଗୋପାଳ ବାଳ
ଗୋବାତ୍ସା ଦଳ

ଉଲ୍ଲାସ ମନ
ଭରା ଫଗୁଣ

ବରଜ ନାରୀ
ଗୋଗୋଷ୍ଠ ଧୂଳି

ମହକେ ପ୍ରାଣ
ଆତ୍ମା ପରମାତ୍ମା ମଧୂମିଳନ

Laxmidhar Nayak

ଲକ୍ଷ୍ମୀଧର ନାୟକ


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights