କେହି ଆମକୁ ଆଶ୍ଚର୍ଯ୍ୟ ପରି ବୁଝିବେ
କେହି ଆମକୁ ଆଶ୍ଚର୍ଯ୍ୟ ପରି ଶୁଣିବେ
କେହି ଆମକୁ ଆଶ୍ଚର୍ଯ୍ୟ ପରି ଦେଖିବେ
କେହି ଆମକୁ ଆଶ୍ଚର୍ଯ୍ୟ ପରି ଭାବିବେ
କେହି ଆମକୁ ଆଶ୍ଚର୍ଯ୍ୟ ପରି କହିବେ
କେହି ଆମର ସ୍ୱରୂପକୁ ଚିହ୍ନି ପାରିବେ ନାହିଁ, ଆମେ ଶିଶୁ ପରି ସରଳ, ଶିଶୁ କଣ ବୁଝିବ ପୀୟୁଷ କି ଗରଳ !


ଲକ୍ଷ୍ମୀଧର ନାୟକ