ସରକାର ଆଇନ୍ ଟିଏ କରନ୍ତୁ
ଯେତେ ସୁନା ଗହଣା ପିନ୍ଧୁଛ ପିନ୍ଧ,
କିନ୍ତୁ ୟାକୁ ବିକି ପାରିବନି କି ୟାକୁ ବନ୍ଧା ରଖି ଲୋନ୍ ନେଇ ପାରିବନି,
ଅଧା କଳା ଅର୍ଥନୀତି ଧଳା ହେଇଯିବ,
ଆଉ ଗୋଟିଏ ଆଇନ୍ କରନ୍ତୁ
ବିକ କି କିଣ ଜମି ଗୁଣ୍ଠ ହଜାରେ
ବିକିଲେ କେବଳ ସରକାରଙ୍କୁ ବିକିବ
କିଣିଲେ କେବଳ ସରକାର ଠୁ କିଣିବ
ବାକି ଅଧକ କଳା ଅର୍ଥନୀତି ଧଳା ହେଇ ଯିବ
କଳାଧନ ନୂଆ ଠିକଣା ଖୋଜିବ
ସେତେବେଳେ ଆମେ ତା ପାଇଁ ନୂଆ ଉପାୟ କହିବା
Laxmidhar Nayak
My Facebook Post: 26th October 2019