ଜ୍ଞାନ ଟା ଗାଈ, ଗୋପାଳ ନନ୍ଦନ ତାହାକୁ ଦୁହିଁ…

Share it

ମୋତେ ଜଣେ ଫେସ୍ବ ବୁକ୍ ବନ୍ଧୁ ପରାମର୍ଶ ଦେଲେ-
ଗୀତା ପଢନ୍ତୁ, ଆପଣଂକ ଜ୍ଞାନ ବଢିବ

ପରାମର୍ଶ ତ ସୁନ୍ଦର, ହେଲେ ସତ କଥା ହେଲା, ପଢିବାକୁ ମୁଁ ବିଶେଷ ଭଲ ପାଏନି । ସେ ଯାହା ହେଉ ମୁଁ ଯେତିକି ଜାଣିଛି, ଗୀତାରେ ବୋଧହୁଏ ଲେଖାଯାଇଛି –

ଜ୍ଞାନ ଟା ଗାଈ,
ଗୋପାଳ ନନ୍ଦନ ତାହାକୁ ଦୁହିଁ,
ସଂସାର ଲୋକ ସେ ଦୁଧ ପିଅନ୍ତି,
ଦୁଗ୍ଧ ପାନ କଲେ ବଢଇ ଶକ୍ତି ।

ମୁଁ କିନ୍ତୁ ଲହୁଣି ଖାଇବାକୁ ବେଶୀ ଭଲପାଏ ।
ଦୁଧ ନୁହେଁ, ବରଂ ଲହୁଣି କେଉଁଠି ମିଳିବ କୁହନ୍ତୁ ।

Laxmidhar Nayak
My Facebook Post: 20th October 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights