ଫେସବୁକ୍ ରେ ଉପସ୍ଥାପିତ ହେଉଥିବା ମତ ବା ତର୍କର ସାରାଂଶ ….
ମୂଷା ଗଛକୁ ଚଢିବା ଦେଖି ମାଙ୍କଡ ପଚାରିଲା- ଆବେ ତୋର ଜାଗା ତ ତଳେ, ତୁ ଗଛ ମୂଳ ଗାତରେ ରହିବା ଲୋକ,
ତୁ କାହିଁକି ଗଛ ଉପରେ ଚଢୁଚୁ ?
ମୂଷା – ଆପଲ୍ ଖାଇବାକୁ ।
ମାଙ୍କଡ – ଆବେ ମୂର୍ଖ , ଏଇଟା ଆମ୍ୱ ଗଛ ।
ମୂଷା – ସେତିକି ଥାଉରେ ଜ୍ଞାନୀ ପ୍ରବର , ତୁ ଆଉ ତୋ ଜ୍ଞାନ ବାଣ୍ଟେ ନି। ମୁଁ ଆପଲ୍ ଧରିକି ଆଇଚି। ଆଉ କିଛି କହିବୁ ?
ମାଙ୍କଡ – ଠଠଠ ଠଠ ଠଠଠ
*** ***** ***
ଆଜ୍ଞା ଆପଣମାନେ କିଛି କହିବେ କି ?
ଲକ୍ଷ୍ମୀଧର ନାୟକ
My Facebook Post: 10th October 2021