ଆନନ୍ଦ ଭୂମି

Share it

ଗାଆଁରେ କ୍ରିକେଟ ଖେଳ କି ବାଗୁଡି ଖେଳ କି ଗଛ ଚଢ କି ନଈ ପହଁର କେହି ଖବର ରଖନ୍ତିନି, ମା ମାନେ କିଛି ପଚାରନ୍ତିନି, ସମସ୍ତେ ଖୁସି। ସେଇଥିପାଇଁ ବୋଧେ ମୋ ଗାଁର ଘର ଅଗଣା ମୋ ପିଲାଙ୍କ ପାଇଁ, ସବୁ ପିଲାଙ୍କ ପାଇଁ ଆନନ୍ଦ ଭୂମି।

ଭୁବନେଶ୍ବର ମା ମାନେ ଦିନକୁ ତିନିଥର ପଚାରିବେ – ବାବା ରେ! ହୋମଓର୍କ କମ୍ପ୍ଲିଟ୍ ହୋଇଗଲା ? ସେଇଥିପାଇଁ ସହରଟା ପିଲାମାନଙ୍କ ପାଇଁ ସୁଦୁ ଗୋଟେ ନିରୋଳା ଟଙ୍କା ମେସିନ ତିଆରି କର୍ମଭୂମି, ଭାରି ବୋରିଙ୍ଗ୍ ।

Laxmidhar Nayak
My Facebook Post:
9th October 2017


Share it

Leave a comment

Your email address will not be published. Required fields are marked *

Verified by MonsterInsights