ଧର୍ମନିରପେକ୍ଷ ଅର୍ଥ କଣ ?

Share it

ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ଛାଡ, ସମସ୍ତଙ୍କୁ ମିଶେଇ ସର୍ବମୋଟ ଗୋଟିଏ ଧର୍ମ ପରିଷଦ ଗଠନ କର

ଧର୍ମ ନିରପେକ୍ଷ ମାନେ ଧର୍ମର ପକ୍ଷ ରହିବ ନାହିଁ।
ସେ ମନ ଇଚ୍ଛା ଉଡି ପାରିବ ନାହିଁ।

ଅନାବଶ୍ୟକ ଭାବେ ଲୋକେ ଯେଉଁଠି ଇଚ୍ଛା ସେଇଠି ମନ୍ଦିର ମସଜୀଦ୍ ଗୀର୍ଜା ଗୁରୁଦ୍ୱାର ଚର୍ଚ୍ଚ ଜାହିରା ଗରାମସ୍ଥାନ ଇତ୍ୟାଦି କରି ପାରିବେନି।

ଗୋଟାଏ ମାତ୍ର ଧର୍ମ ପରିଷଦ ରହିବ।

ଯେଉଁଠି ଏ ସବୁ ଆସ୍ଥାକେନ୍ଦ୍ର ଆବଶ୍ୟକ ହେବ, ଲୋକେ ସେ ପରିଷଦକୁ ଦରଖାସ୍ତ କରିବେ। ପରିଷଦ ଏ ସବୁ ତିଆରି କରିବେ ଓ ଏହାର ରୀତିନୀତି ପରିଚାଳନା କରିବେ।

କେହି ମୁସଲମାନ ରାଷ୍ଟ୍ର, ହିନ୍ଦୁ ରାଷ୍ଟ୍ର, ଖ୍ରୀଷ୍ଟିୟାନ ରାଷ୍ଟ୍ର ଏମିତି କରିବାକୁ କହିପାରିବେ ନାହିଁ।

ଧର୍ମ ନୀରପେକ୍ଷତାର ଅର୍ଥ ଏମିତି ହେବା ଆବଶ୍ୟକ କି ନୁହେଁ?

ସର୍ବ ଧର୍ମ ସମନ୍ବୟ

ଲକ୍ଷ୍ମୀଧର ନାୟକ
My Facebook Post: 3rd April 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights