ଅତି ସଂକ୍ଷିପ୍ତ ତିଳ ତର୍ପଣ ବିଧି

Share it

ଅତି ସଂକ୍ଷିପ୍ତ ତିଳ ତର୍ପଣ

ଓଁ ପିତୃଗଣାୟ ବିଦ୍ମହେ
ଜଗତଧାରିଣେ ଧିମହୀ
ତନ୍ନୋ ପିତୃ ପ୍ରଚୋଦୟାତ୍

****** ***** *****

ସଂକ୍ଷିପ୍ତ ତିଳ ତର୍ପଣ :

ତିଳ ଓ ଜଳଦ୍ଵାରା ବା କେବଳ ଜଳଦ୍ଵାରା ପିତୃମାନଙ୍କର ତୃପ୍ତି ବିଧାନ କରାଯାଏ । ତାହାର ନାମ ତର୍ପଣ ।

ମନ୍ତ୍ର ବଳରେ ଜଳର ଓ ଅନ୍ୟ ଦ୍ରବ୍ୟର ପରମାଣୁ ପିତୃମାନେ ଯେ ଅବସ୍ଥାରେ ଥାଆନ୍ତୁ ତାଙ୍କୁ ପ୍ରାପ୍ତି ହୋଇଥାଏ, କାରଣ ଶରୀର ନାଶ ହେଲେ ମଧ୍ୟ ଆତ୍ମା ନାଶ ହୁଏ ନାହିଁ । ସେ ସୁକ୍ଷ୍ମ ଶରୀରକୁ ଆଶ୍ରୟ କରିଥାଏ। ଯେଉଁମାନେ ପୁନର୍ଜନ୍ମ ପାଇଯାଇ ଥାଆନ୍ତି ଅଥବା ମୋକ୍ଷ ଲାଭ କରିଯାଇଥାଆନ୍ତି ତାହା ଭିନ୍ନ କଥା, ତାହା ଆମ ପକ୍ଷେ ଜାଣିବା ସମ୍ଭବ ନୁହେଁ। ପୁନର୍ଜନ୍ମ ପ୍ରାପ୍ତ ବ୍ଯକ୍ତିଙ୍କୁ ଏ ତର୍ପଣ ମଧ୍ଯ ପ୍ରାପ୍ତ ହୁଏ ଏବଂ ସେମାନଙ୍କ ଆତ୍ମିକ ଉନ୍ନତି ନିମନ୍ତେ ପରମ ସହାୟକ ହୁଏ ।

ସଂକଳ୍ପ ମନ୍ତ୍ର

ଓଁ ଯଜ୍ଜାଗ୍ରତ ଦୂରମୁଦୈତି ଦୈବଂ ତଦୁ ସୁପ୍ତସ୍ୟ ତଥୈବୈତି ଦୂରଗମ° ଜ୍ୟୋତିଷା° ଜ୍ୟୋତିରେକ° ତନ୍ମେ ମନଃ ଶିବ ସଂକଳ୍ପମସ୍ତୁ

ଅର୍ଥ: ଯାହା ଜାଗରିତ ଅବସ୍ଥାରେ ଥିବା ବ୍ୟକ୍ତିଙ୍କ ଠାରୁ ଦୂରକୁ ଗମନ କରେ , ଯାହା ନିଦ୍ରିତ ବ୍ୟକ୍ତିର ନିକଟକୁ ଆସିଥାଏ, ଯାହା ଆତ୍ମାରେ ଅବସ୍ଥିତ, ଯାହା ସମସ୍ତଙ୍କ ଅପେକ୍ଷା ଦୂରଗାମୀ ଓ ଚକ୍ଷୁଆଦି ସକଳ ଇନ୍ଦ୍ରିୟର ପ୍ରବର୍ତ୍ତକ, ସେହି ମୋର ମନ ଧର୍ମଚିନ୍ତାରେ ନିରତ ହେଉ।

ତର୍ପଣମନ୍ତ୍ର

ତିନୋଟି କୁଶ ଓ ଯଜ୍ଞୋପବୀତ ଧରି ଏହି ମନ୍ତ୍ର ପଢିବ –

ଈଷେତ୍ୱର୍ଜେତ୍ୱା ବାୟବସ୍ଥ ଦେବବଃ ସବିତା ପ୍ରାର୍ପୟତୁ ଶ୍ରେଷ୍ଠତମାୟ କର୍ମଣେ ଓଁ ଅପ୍ୟାୟଧ୍ନ ମଘ୍ନ୍ୟାଇନ୍ଦ୍ରାୟ ଭାଗ° ପ୍ରଜାବତୀ ରନମିକା ଆୟୁଷ୍ମା ମା ବସ୍ତେନ ଇଶତ ମାଘଶଂସୋ ଧ୍ରୁବା ଅସ୍ମିନ୍ ଗୋପତୌସ୍ୟାର ବହ୍ବୀର୍ଯଜମାନସ୍ୟ ପଶୁନ୍ ପାହ ବାସୋଃ ପବିତ୍ରମସି

ଅର୍ଥ : ହେ କୁଶ (ଶାଖା ବା ସମିଧ) ମୁଁ କୃଷି ନିମନ୍ତେ ତୁମକୁ ଛେଦନ କରୁଛି ଓ ଅନ୍ନନିମନ୍ତେ ତୃଣଙ୍କୁ ନେଉଛି । ହେ ବତ୍ସବୃନ୍ଦ , ତୁମେ ତୁମର ମାଁ ମାନଙ୍କ ନିକଟକୁ ଯାଅ। ହେ ଗାଭୀବୃନ୍ଦ, ମୋର ଯଜ୍ଞାନୁଷ୍ଠାନ ନିମନ୍ତେ ସବିତା ଦେବ ପ୍ରଚୁର ତୃଣପୂର୍ଣ୍ଣ ବନକୁ ତୁମକୁ ପ୍ରେରଣ କରନ୍ତୁ। ଇନ୍ଦ୍ର ଯଥା ଭାଗ ଲାଭ କରନ୍ତୁ। ଆମ୍ଭମାନଙ୍କର ବହୁତ ଅପତ୍ୟ ହେଉ, ରୋଗନାଶ ହେଉ, ବ୍ୟାଘ୍ରାଦି ଦୁଷ୍ଟ ଜନ୍ତୁମାନେ ହି°ସା ନକରନ୍ତୁ, ଯଜମାନର ପଶୁମାନେ ରକ୍ଷା ପାଆନ୍ତୁ, ବସୁମାନେ ଏହାକୁ ପବିତ୍ର କରନ୍ତୁ ।

ପିତୃତର୍ପଣ ଗାୟତ୍ରୀ :

ଓଁ ପିତୃଗଣାୟ ବିଦ୍ମହେ
ଜଗତଧାରିଣେ ଧିମହୀ
ତନ୍ନୋ ପିତୃ ପ୍ରଚୋଦୟାତ୍ ।।

***** ****** ******

ବିସ୍ତୃତ ତର୍ପଣ କର୍ମାନୁଷ୍ଠାନ :
ଦେବତା, ଋଷି ଏବଂ ପିତୃ ତର୍ପଣ

ସର୍ବପ୍ରଥମେ ସ୍ନାନାଦି ନିତ୍ୟ କ୍ରିୟା ସମାପନ ପୂର୍ବକ ଶୁକ୍ଳବସ୍ତ୍ର ପରିଧାନ କରି ଜଳ, ବସିବା ପାଇଁ କୁଶାସନ, ବଡ଼ ଥାଳି, ତମ୍ବା ପାତ୍ର, କଞ୍ଚା କ୍ଷୀର, ଧଳାଫୁଲ, ଫୁଲମାଳା, କୁଶ, ଗୁବାକ, ଯବ, କଳାରାଶି, ପଇତା ଆଦି ତର୍ପଣ ସାମଗ୍ରୀ ନିଜ ପାଖରେ ରଖନ୍ତୁ। ଆସନରେ ବସି ନିମ୍ନଲିଖିତ ମନ୍ତ୍ର ପଢ଼ି ତିନିଥର ଆଚମନ କରନ୍ତୁ।

ଓଁ କେଶବାୟ ନମଃ ।
ଓଁ ମାଧବାୟ ନମଃ ।
ଓଁ ଗୋବିନ୍ଦାୟ ନମଃ ।

ପବିତ୍ର ଧାରଣଆବାହନ

ଓଁ ବିଶ୍ବେଦେବାସ ଽଆଗତ ଶ୍ରୃଣୁତା ମ ଽଇମ ହବମ୍।
ଇଦଂ ଵର୍ହିନିଷୀଦତ।। ( ଶୁ. ୟଜୁ. ୭/ ୩୪ )

ବିଶ୍ଵେଦେବାଃ ଶୃଣୁତେମ ହବଂ ମେ ୟେ ଽଅନ୍ତରିକ୍ଷେ ୟ ଉପ ଦ୍ୟବି ଷ୍ଠ।
ୟେଽଅଗ୍ନିଜିହ୍ନାଽଉତ ବା ୟଜତ୍ରାଽଆସଦ୍ୟାସ୍ମିନ୍ବର୍ହିଷି ମାଦୟଦ୍ଧ୍ବମ୍।। ( ଶୁ. ୟଜୁ. ୩୩/୫୩ )

ଓଁ ଆଗଚ୍ଛନ୍ତୁ ମହାଭାଗା ବିଶ୍ଵେଦେବା ମହାଵଳାଃ।
ଯେ ତର୍ପଣେଽତ୍ରା ବିହିତାଃ ସାବଧାନା ଭବନ୍ତୁ ତେ।।

ଓଁ ଦେବତାଭ୍ୟଃ ପିତୃଭ୍ୟଶ୍ଚ ମହାଯୋଗିଭ୍ୟ ଏବ ଚ।
ନମଃ ସ୍ବାହାୟୈ ସ୍ଵଧାୟୈ ନିତ୍ୟମେବ ନମୋନମଃ।।

ଦେବତର୍ପଣ
ଓଁ ଵ୍ରହ୍ମା ତୃପ୍ୟତାମ୍।
ଓଁ ବିଷ୍ଣୁସ୍ତୃପ୍ୟତାମ୍।
ଓଁ ରୁଦ୍ରସ୍ତୃପ୍ୟତାମ୍।
ଓଁ ପ୍ରଜାପତିସ୍ତୃପ୍ୟତାମ୍।
ଓଁ ଦେବାସ୍ତୃପ୍ୟନ୍ତାମ୍।
ଓଁ ଛନ୍ଦାଂସି ତୃପ୍ୟନ୍ତାମ୍।
ଓଁ ବେଦାସ୍ତୃପ୍ୟନ୍ତାମ୍।
ଓଁ ଋଷୟସ୍ତୃପ୍ୟନ୍ତାମ୍।
ଓଁ ପୁରାଣାଚାର୍ଯ୍ଯାସ୍ତୃପ୍ୟନ୍ତାମ୍।
ଓଁ ଗନ୍ଧର୍ବାସ୍ତୃପ୍ୟନ୍ତାମ୍।
ଓଁ ଇତରାଚାର୍ଯ୍ଯାସ୍ତୃପ୍ୟନ୍ତାମ୍।
ଓଁ ସଂବତ୍ସରଃ ସାବୟବସ୍ତୃପ୍ୟତାମ୍।
ଓଁ ଦେବ୍ୟସ୍ତୃପ୍ୟନ୍ତାମ୍।
ଓଁ ଅପ୍ସରସସ୍ତୃପ୍ୟନ୍ତାମ୍।
ଓଁ ଦେବାନୁଗାସ୍ତୃପ୍ୟନ୍ତାମ୍।
ଓଁ ନାଗାସ୍ତୃପ୍ୟନ୍ତାମ୍।
ଓଁ ସାଗରାସ୍ତୃପ୍ୟନ୍ତାମ୍।
ଓଁ ପର୍ବତାସ୍ତୃପ୍ୟନ୍ତାମ୍।
ଓଁ ସରିତସ୍ତୃପ୍ୟନ୍ତାମ୍।
ଓଁ ମନୁଷ୍ୟାସ୍ତୃପ୍ୟନ୍ତାମ୍।
ଓଁ ଯକ୍ଷାସ୍ତୃପ୍ୟନ୍ତାମ୍।
ଓଁ ରକ୍ଷାଂସି ତୃପ୍ୟନ୍ତାମ୍।
ଓଁ ପିଶାଚାସ୍ତୃପ୍ୟନ୍ତାମ୍।
ଓଁ ସୁପର୍ଣାସ୍ତୃପ୍ୟନ୍ତାମ୍।
ଓଁ ଭୂତାନି ତୃପ୍ୟନ୍ତାମ୍।
ଓଁ ପଶବସ୍ତୃପ୍ୟନ୍ତାମ୍।
ଓଁ ବନସ୍ପତୟସ୍ତୃପ୍ୟନ୍ତାମ୍।
ଓଁ ଔଷଧୟସ୍ତୃପ୍ୟନ୍ତାମ୍।
ଓଁ ଭୂତଗ୍ରାମଶ୍ଚତୁ- ର୍ବିଧସ୍ତୃପ୍ୟତାମ୍।

( ବ୍ରହ୍ମାଣଂ ତର୍ପୟେତ୍ ପୂର୍ବଂ ବିଷ୍ଣୁଂ ଋଦ୍ରଂ ପ୍ରଜାପତିମ୍
ଦେବାଂଶ୍ଛନ୍ଦାଂସି ବେଦାଂଶ୍ଚ ଋଷିଂଶ୍ଚୈବ ସନାତନାନ୍।
ଆଚାର୍ଯ୍ୟାଂଶ୍ଚୈବ ଗନ୍ଧର୍ବାନ୍ ପୁରାଣା ନିତରାଂ ସ୍ତଥା
ସମ୍ବତ୍ସରଂ ସାବୟବଂ ଦେବିଶ୍ଚାପ୍ସରସସ୍ତଥା।
ତଥାଦେବାନୁଗାନ୍ନାଗାନ୍ ସାଗରାନ୍ ପର୍ବତାନପି
ସରିତୋଽଥ ମନୁଷ୍ୟାଂଶ୍ଚ ଯକ୍ଷାନ୍ ରକ୍ଷାଂସି ଚୈବହି।
ପିଶାଚାଂଶ୍ଚ ସୁପର୍ଣ୍ଣାଂଶ୍ଚ ଭୂତାନ୍ୟଥ ପଶୁଂସ୍ତଥା
ବନସ୍ପତିଂ ଶ୍ଚୋଷଧିଶ୍ଚ ଭୂତଗ୍ରାମଂ ଚତୁର୍ବିଧମ୍। )

ଋଷିତର୍ପଣ
ନିମ୍ନଲିଖିତ ମନ୍ତ୍ର ବାକ୍ୟରେ ମରୀଚି ଆଦି ଋଷିମାନଙ୍କୁ ମଧ୍ୟ ଗୋଟିଏ- ଗୋଟିଏ ପାଣିଆଞ୍ଜୁଳି ଦିଅନ୍ତୁ-

ଓଁ ମରୀଚିସ୍ତୃପ୍ୟତାମ୍।
ଓଁ ଅତ୍ରିସ୍ତୃପ୍ୟତାମ୍।
ଓଁ ଅଙ୍ଗିରାସ୍ତୃପ୍ୟତାମ୍।
ଓଁ ପୁଲସ୍ତ୍ୟସ୍ତୃପ୍ୟତାମ୍।
ଓଁ ପୁଲହସ୍ତୃପ୍ୟତାମ୍।
ଓଁ କ୍ରତୁସ୍ତୃପ୍ୟତାମ୍।
ଓଁ ବସିଷ୍ଠସ୍ତୃପ୍ୟତାମ୍।
ଓଁ ପ୍ରଚେତାସ୍ତୃପ୍ୟତାମ୍।
ଓଁ ଭୃଗୁସ୍ତୃପ୍ୟତାମ୍।
ଓଁ ନାରଦସ୍ତୃପ୍ୟତାମ୍।।

ଦିବ୍ଯ ମନୁଷ୍ୟ ତର୍ପଣ
ଏହା ପରେ ଯଜ୍ଞୋପବୀତ କୁ ମାଳା ଭାବରେ ଗଳାରେ ଧାରଣ କରି ପୂର୍ବୋକ୍ତ କୁଶକୁ ଦକ୍ଷିଣ ହାତର କନିଷ୍ଠା ଅଙ୍ଗୁଳି ର ମୂଳ ଭାଗରେ ରଖି କୁଶର ଅଗ୍ରଭାଗକୁ ଉତ୍ତର ଦିଗକୁ ରଖି ସ୍ୱୟଂ ଉତ୍ତରାଭିମୁଖ ହୋଇ ନିମ୍ନଲିଖିତ ମନ୍ତ୍ର ଗୁଡ଼ିକ ଦୁଇ- ଦୁଇ ଥର ପଢ଼ି ଦିବ୍ୟ ମନୁଷ୍ୟ ମାନଙ୍କ ଉଦ୍ଦେଶ୍ୟରେ ଦୁଇ- ଦୁଇ ଆଞ୍ଜୁଳି ଯବ ସହିତ ପାଣି ପ୍ରାଜାପତ୍ୟତୀର୍ଥ ( କନିଷ୍ଠା ଆଙ୍ଗୁଳିର ମୂଳ ଭାଗ ) ରେ ଅର୍ପଣ କରନ୍ତୁ।

ଓଁ ସନକସ୍ତୃପ୍ୟତାମ୍।।୨।।
ଓଁ ସନନ୍ଦନସ୍ତୃପ୍ୟତାମ୍।।୨।।
ଓଁ ସନାତନସ୍ତୃପ୍ୟତାମ୍।।୨।।
ଓଁ କପିଳସ୍ତୃପ୍ୟତାମ୍।।୨।।
ଓଁ ଆସୁରିସ୍ତୃପ୍ୟତାମ୍।।୨।।
ଓଁ ବୋଢୁସ୍ତୃପ୍ୟତାମ୍।।୨।।
ଓଁ ପଞ୍ଚଶିଖସ୍ତୃପ୍ୟତାମ୍।।୨।।

( ସନକଞ୍ଚ ସନନ୍ଦଞ୍ଚ ତୃତୀୟଂଚ ସନାତନମ୍
କପିଳଞ୍ଚାସୁରି ଞ୍ଚୈବ ବୋଢୁଂ ପଞ୍ଚଶିଖ ସ୍ତଥା। )

ଦିବ୍ୟ ପିତୃ ତର୍ପଣ
ତାପରେ ସେହି କୁଶ ଗୁଡ଼ିକୁ ଦୁଇଗୁଣା ଭାଙ୍ଗି ମୂଳ ଏବଂ ଅଗ୍ରଭାଗ କୁ ଦକ୍ଷିଣ ଦିଗକୁ ରଖି ବୃଦ୍ଧା ଏବଂ ତର୍ଜନୀ ଆଙ୍ଗୁଠିର ମଧ୍ୟଭାଗରେ ରଖନ୍ତୁ ଏବଂ ସ୍ୱୟଂ ଦକ୍ଷିଣାଭିମୁଖ ହୋଇ ବାମ ଆଣ୍ଠୁ ମାଡ଼ି ଅପସବ୍ୟଭାବ ରେ( ଯଜ୍ଞୋପବୀତ କୁ ଦକ୍ଷିଣ କାନ୍ଧରେ ଧାରଣ କରି ) ପୂର୍ବୋକ୍ତ ପାତ୍ରରେ ଥିବା ପାଣିରେ କଳା ତିଳ ମିଶ୍ରଣ କରି ପିତୃତୀର୍ଥ ରୁ ( ବୃଦ୍ଧା ଏବଂ ତର୍ଜନୀ ର ମଧ୍ୟଭାଗରୁ ) ଦିବ୍ୟ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ନିମ୍ନଲିଖିତ ମନ୍ତ୍ର-ବାକ୍ୟ କୁ ପଢ଼ି ତିନି- ତିନି ଆଞ୍ଜୁଳିପାଣି ଅର୍ପଣ କରନ୍ତୁ।

ଓଁ କବ୍ୟବାଡନଳସ୍ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ( ଗଙ୍ଗାଜଳଂ ବା ) ତସ୍ମୈ ସ୍ଵଧା ନମଃ।। ୩ ।।

ଓଁ ସୋମସ୍ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ( ଗଙ୍ଗାଜଳଂ ବା ) ତସ୍ମୈ ସ୍ଵଧା ନମଃ।।୩।।

ଓଁ ଯମସ୍ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ( ଗଙ୍ଗାଜଳଂ ବା ) ତସ୍ମୈ ସ୍ଵଧା ନମଃ।।୩।।

ଓଁ ଅର୍ଯମା ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ( ଗଙ୍ଗାଜଳଂ ବା ) ତସ୍ମୈ ସ୍ଵଧା ନମଃ।।୩।।

ଓଁ ଅଗ୍ନିଷ୍ବାତ୍ତାଃ ପିତରସ୍ତୃପ୍ୟନ୍ତାମ୍ ଇଦଂ ସତିଳଂ ଜଳଂ ( ଗଙ୍ଗାଜଳଂ ବା ) ତେଭ୍ୟଃ ସ୍ଵଧା ନମଃ।।୩।।

ଓଁ ସୋମପାଃ ପିତରସ୍ତୃପ୍ୟନ୍ତାମ୍ ଇଦଂ ସତିଳଂ ଜଳଂ ( ଗଙ୍ଗାଜଳଂ ବା ) ତେଭ୍ୟଃ ସ୍ଵଧା ନମଃ।। ୩ ।।

ଓଁ ଵର୍ହିଷଦଃ ପିତରସ୍ତୃପ୍ୟନ୍ତାମ୍ ଇଦଂ ସତିଳଂ ଜଳଂ ( ଗଙ୍ଗାଜଳଂ ବା ) ତେଭ୍ୟଃ ସ୍ଵଧା ନମଃ।।୩ ।।

ଯମତର୍ପଣ
( ଚତୁର୍ଦ୍ଦଶ ଯମ )
ଏହିପରି ନିମ୍ନଲିଖିତ ମନ୍ତ୍ର-ବାକ୍ୟ କୁ ପଢ଼ି ଚଉଦ ଯମମାନଙ୍କ ନିମନ୍ତେ ମଧ୍ୟ ପିତୃତୀର୍ଥ ରୁ ତିନି- ତିନି ଆଞ୍ଜୁଳି ତିଳ ମିଶ୍ରିତ ପାଣି ଅର୍ପଣ କରନ୍ତୁ।

ଓଁ ଯମାୟ ନମଃ।।୩।।
ଓଁ ଧର୍ମରାଜାୟ ନମଃ।।୩।।
ଓଁ ମୃତ୍ୟୁବେ ନମଃ।।୩।।
ଓଁ ଅନ୍ତକାୟ ନମଃ।।୩।।
ଓଁ ବୈବସ୍ଵତାୟ ନମଃ।।୩।।
ଓଁ କାଳାୟ ନମଃ।।୩।।
ଓଁ ସର୍ବଭୂତକ୍ଷୟାୟ ନମଃ।।୩।।
ଓଁ ଔଦୁମ୍ବରାୟ ନମଃ।।୩।।
ଓଁ ଦଧ୍ନାୟ ନମଃ।।୩।।
ଓଁ ନୀଳାୟ ନମଃ।।୩।।
ଓଁ ପରମେଷ୍ଠିନେ ନମଃ।।୩।।
ଓଁ ବୃକୋଦରାୟ ନମଃ।।୩।।
ଓଁ ଚିତ୍ରାୟ ନମଃ।।୩।।
ଓଁ ଚିତ୍ରଗୁପ୍ତାୟ ନମଃ।।୩।।

( କବ୍ୟବାଡନଳଂସୋମଂ ଯମମର୍ଯମଣଂ ତଥା
ଅଗ୍ନିଷ୍ଵାତ୍ତାନ୍ ସୋମପଶ୍ଚ ତଥା ବର୍ହିଷଦଃ ପିତୃନ୍।
ଯମାୟଧର୍ମରାଜାୟ ମୃତ୍ୟବେ ଚାନ୍ତକାୟଚ
ବୈବସ୍ଵତାୟ କାଳାୟ ସର୍ବଭୂତକ୍ଷୟାୟଚ।
ଔଦୁମ୍ବରାୟ ଦଧ୍ନାୟ ନୀଳାୟ ପରମେଷ୍ଠିନେ
ବୃକୋଦରାୟ ଚିତ୍ରାୟ ଚିତ୍ରଗୁପ୍ତାୟ ବୈ ନମଃ।
ଏକୈକଶ୍ଚ ତିଳୈର୍ମିଶ୍ରାଂ ତ୍ରିନ୍ ତ୍ରିନ୍ ଦଦ୍ୟାଜ୍ଜଳାଞ୍ଜଳିମ୍
ଯାବଜ୍ଜୀବ କୃତଂପାପଂ ତତ୍ କ୍ଷଣାଦେବନଶ୍ୟତି। )

ମନୁଷ୍ୟ ପିତୃ ତର୍ପଣ
ନିମ୍ନ ମନ୍ତ୍ରରେ ପିତୃପୁରୁଷଙ୍କୁ ଆବାହନକରନ୍ତୁ ( ତୀର୍ଥରେ ଆବାହନ ନିଷେଧ )

ଓଁ ଉଶନ୍ତସ୍ତ୍ବା ନିଧୀମହ୍ୟୁଶନ୍ତଃ ସମିଧୀମହି।
ଉଶନ୍ନୁଶତ ଆବାହ ପିତଘୃନ୍ହବିଷେ ଅତ୍ତବେ।।
( ୟଜୁ. ୧୯/୭୦ )

ଓଁ ଆୟନ୍ତୁ ନଃ ପିତରଃ ସୋମ୍ୟାସୋଽଗ୍ନିଷ୍ବାତ୍ତାଃ ପଥିମିର୍ଦେବୟାନୈଃ। ଅସ୍ମିନ୍ ୟଜ୍ଞେ ସ୍ଵଧୟା ମଦନ୍ତୋଽଧିଵ୍ରୁବନ୍ତୁ ତେଽବନ୍ତ୍ବସ୍ମାନ୍।
( ଶୁକ୍ଳ. ମଜ. ୧୯/୫୮ )

ତାପରେ ନିଜର ପିତୃପୁରୁଷମାନଙ୍କ ନାମ ଗୋତ୍ର ଆଦି ଉଚ୍ଚାରଣ କରି ପ୍ରତ୍ୟେକଙ୍କ ଉଦ୍ଦେଶ୍ୟରେ ପୂର୍ବୋକ୍ତ ବିଧି ଅନୁସାରେ ତିନି- ତିନି ଆଞ୍ଜୁଳି ତିଳ ମିଶ୍ରିତ ଜଳ ଅର୍ପଣ କରନ୍ତୁ।

ଯଥା-

ଅମୁକଗୋତ୍ରାଃ ଅସ୍ମତ୍ପିତା ( ବାପା ) ଅମୁକଶର୍ମା ବସୁରୂପସ୍ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ( ଗଙ୍ଗାଜଳଂ ବା ) ତସ୍ମୈ ସ୍ୱଧା ନମଃ।।୩।।

ଅମୁକଗୋତ୍ରାଃ ଅସ୍ମତ୍ପିତାମହଃ ( ଜେଜେ ) ଅମୁକଶର୍ମା ରୁଦ୍ରରୂପସ୍ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ( ଗଙ୍ଗାଜଳଂ ବା ) ତସ୍ମୈ ସ୍ୱଧା ନମଃ।।୩।।

ଅମୁକଗୋତ୍ରାଃ ଅସ୍ମତ୍ପ୍ରପିତାମହଃ ( ଜେଜେଙ୍କ ବାପା ) ଅମୁକଶର୍ମା ଆଦିତ୍ୟରୂପସ୍ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ( ଗଙ୍ଗାଜଳଂ ବା ) ତସ୍ମୈ ସ୍ୱଧା ନମଃ।।୩।।

ଅମୁକଗୋତ୍ରା ଅସ୍ମନ୍ମାତା ଅମୁକୀ ଦେବୀ ବସୁରୂପା ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ୟୈ ସ୍ୱଧା ନମଃ।।୩।।

ଅମୁକଗୋତ୍ରା ଅସ୍ମତ୍ପିତାମହୀ ( ଜେଜେମା ) ଅମୁକୀ ଦେବୀ ରୁଦ୍ରରୂପା ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ୟୈ ସ୍ଵଧା ନମଃ।।୩।।

ଅମୁକଗୋତ୍ରା ଅସ୍ମତ୍ପ୍ରପିତାମହୀ ( ଜେଜେମାଙ୍କ ମା ) ଅମୁକୀ ଦେବୀ ଆଦିତ୍ୟରୂପା ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ୟୈ ସ୍ୱଧା ନମଃ।।୩।।

ଅମୁକଗୋତ୍ରା ଅସ୍ମତ୍ସାପତ୍ନମାତା ( ସାବତ ମା ) ଅମୁକୀ ଦେବୀ ବସୁରୂପା ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ୟୈ ସ୍ୱଧା ନମଃ।।୩।।

ଏହା ପରେ ନିମ୍ନଲିଖିତ ନଅ ଗୋଟି ମନ୍ତ୍ରକୁ ପଢ଼ି ପିତୃତୀର୍ଥରୁ ପାଣି ତଳକୁ ପକାନ୍ତୁ।

ଓଁ ଉଦୀରତାମବର ଉତ୍ପରାସ ଉନ୍ମଧ୍ୟମାଃ ପିତରଃ ସୋମ୍ୟାସଃ।
ଅସୁଂ ୟଽ ଈୟୁରବୃକା ଋତଜ୍ଞାସ୍ତେ ନୋଽବନ୍ତୁ ପିତରୋ ହବେଷୁ।।
( ୟଜୁ. ୧୯/୪୯ )

ଅଙ୍ଗିରସୋ ନଃ ପିତରୋ ନବଗ୍ବା ଽଅଥର୍ବାଣୋ ଭୃଗବଃ ସୋମ୍ୟାସଃ।
ତେଷାଂ ବୟଂ ସୁମତୋ ୟଜ୍ଞିୟାନାମପି ଭଦ୍ରେ ସୌମନସେ ସ୍ୟାମ।।
( ୟଜୁ. ୧୯/୫୦ )

ଆୟନ୍ତୁ ନଃ ପିତରଃ ସୋମ୍ୟାସୋଽଗ୍ନିଷ୍ବାତ୍ତାଃ ପଥିଭିର୍ଦେବୟାନୈଃ।
ଅସ୍ମିନ୍ୟଜ୍ଞେ ସ୍ୱଧୟା ମଦନ୍ତୋଽଧିଵ୍ରୁବନ୍ତୁ ତେଽବନ୍ତ୍ବସ୍ମାନ୍।।
( ୟଜୁ. ୧୯/୫୮ )

ଊର୍ଜଂ ବହନ୍ତୀରମୃତଂ ଘୃତଂ ପୟଃ କୀଲାଳଂ ପରିହ୍ଲୁତମ୍।
ସ୍ଵଧାସ୍ଥ ତର୍ପୟତ ମେ ପିତଘ୍ଘ୍ନ୍ । ( ୟଜୁ. ୨/୩୪ )

ଓଁ ପିତୃଭ୍ୟଃ ସ୍ୱଧାୟିଭ୍ୟଃ ସ୍ୱଧା ନମଃ ପିତାମହେଭ୍ୟଃ ସ୍ଵଧାୟିଭ୍ୟଃ
ସ୍ଵଧା ନମଃ ପ୍ରତିପତାମହେଭ୍ୟଃ ସ୍ୱଧାୟିଭ୍ୟଃ ସ୍ୱଧା ନମଃ।
ଅକ୍ଷନ୍ନଽମୀମଦନ୍ତ ପିତରୋଽତୀତୃପନ୍ତ ପିତରଃ ପିତରଃ ଶୁନ୍ଧଧ୍ବମ୍।
( ୟଜୁ. ୧୯/୩୬ )

ଓଁ ୟେ ଚେହ ପିତରୋ ୟେ ଚ ନେହ ୟାଂଶ୍ଚ ବିଦ୍ମ ୟାଁ ୨ ।।
ଉ ଚ ନ ପ୍ରବିଦ୍ମ ତ୍ବଂ ବେତ୍ଥ ୟାତି ତେ ଜାତବେଦଃ ସ୍ୱଧାଭିର୍ୟଜ୍ଞଁ ସୁକୃତଂ ଜୁଷସ୍ଵ।।
( ୟଜୁ. ୧୯/୬୭ )

ଓଁ ମଧୁ ବ୍ବାତା ଋତାୟତେ ମଧୁ କ୍ଷରନ୍ତି ସିନ୍ଧବଃ।
ମାଧ୍ବୀର୍ନଃ ସନ୍ତ୍ବୋଷଧୀଃ।।
( ୟଜୁ. ୧୩/୨୮ )

ଓଁ ମଧୁ ନକ୍ତମୁତୋଷସୋ ମଧୁମତ୍ପାର୍ଥିବପ୍ର ରଜଃ। ମଧୁ ଦ୍ୟୌରସ୍ତୁ ନଃ ପିତା।।
( ୟଜୁ. ୧୩/୨୮ )

ଓଁ ମଧୁମାନ୍ନୋ ବନସ୍ପତିର୍ମଧୁମାଁଽ୨ଅସ୍ତୁ ସୂର୍ଯ୍ୟଃ ।
ମାଧ୍ବୀର୍ଗାବୋ ଭବନ୍ତୁ ନଃ।।
( ୟଜୁ. ୧୩/୨୯ )

ଓଁ ମଧୁ। ମଧୁ। ମଧୁ। ତୃପ୍ୟଧ୍ବମ୍। ତୃପ୍ୟଧ୍ୱମ୍। ତୃପ୍ୟଧ୍ୱମ୍।

ପୁନଶ୍ଚ ନିମ୍ନଲିଖିତ ମନ୍ତ୍ରକୁ ପାଠ କରନ୍ତୁ।

ଓଁ ନମୋ ବଃ ପିତରୋ ରସାୟ ନମୋ ବଃ ପିତରଃ ଶୋଷାୟ ନମୋ ବଃ ପିତରୋ ଜୀବାୟ ନମୋ ବଃ ପିତରଃ ସ୍ଵଧାୟୈ ନମୋ ବଃ ପିତରୋ ଘୋରାୟ ନମୋ ବଃ ପିତରୋ ମନ୍ୟବେ ନମୋ ବଃ ପିତରଃ ପିତରୋ ନମୋ ବୋ ଗୃହାନ୍ନଃ ପିତରୋ ଦତ୍ତ ସତୋ ବଃ ଦେଷ୍ମୈତଦ୍ବଃ ପିତରୋ ବାସ ଆଧତ୍ତ।
( ୟଜୁ. ୨/୩୨ )

ଦ୍ବିତୀୟ ଗୋତ୍ରତର୍ପଣ
ଏହା ପରେ ଦ୍ଵିତୀୟ ଗୋତ୍ର ମାତାମହ ଆଦିଙ୍କ ତର୍ପଣ କରନ୍ତୁ, ଏଥିରେ ମଧ୍ୟ ପୂର୍ବପରି ନିମ୍ନଲିଖିତ ବାକ୍ୟ ଗୁଡିକୁ ତିନି- ତିନି ଥର ପଢ଼ି ତିଳ ମିଶ୍ରିତ ପାଣି କୁ ତିନି- ତିନି ଆଞ୍ଜୁଳି କରି ପିତୃତୀର୍ଥରୁ ଅର୍ପଣ କରନ୍ତୁ।

ଯଥା-

ଅମୁକଗୋତ୍ରାଃ ଅସ୍ମନ୍ମାତାମହଃ ( ଅଜା ) ଅମୁକଶର୍ମା ବସୁରୂପସ୍ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ( ଗଙ୍ଗାଜଳଂ ବା ) ତସ୍ମୈ ସ୍ୱଧା ନମଃ।।୩ ।।

ଅମୁକଗୋତ୍ରାଃ ଅସ୍ମତ୍ପ୍ରମାତାମହଃ ( ଅଜାଙ୍କ ବାପା ) ଅମୁକଶର୍ମା ରୁଦ୍ରରୂପସ୍ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ମୈ ସ୍ୱଧା ନମଃ।।୩ ।।

ଅମୁକଗୋତ୍ରାଃ ଅସ୍ମଦ୍ବୃଦ୍ଧପ୍ରମାତାମହଃ ( ଅଜାଙ୍କ ବାପାଙ୍କ ବାପା ) ଅମୁକଶର୍ମା ଆଦିତ୍ୟରୂପସ୍ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ମୈ ସ୍ୱଧା ନମଃ।।୩।।

ଅମୁକଗୋତ୍ରା ଅସ୍ମନ୍ମାତାମହୀ ( ଆଈ ) ଅମୁକୀ ଦେବୀ ବସୁରୂପା ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ୟୈ ସ୍ୱଧା ନମଃ।।୩ ।।

ଅମୁକଗୋତ୍ରା ଅସ୍ମତ୍ପ୍ରମାତାମହୀ ( ଆଈଙ୍କ ମା ) ଅମୁକୀ ଦେବୀ ରୁଦ୍ରରୂପା ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ୟୈ ସ୍ୱଧା ନମଃ।।୩ ।।

ଅମୁକଗୋତ୍ରା ଅସ୍ମଦ୍ବୃଦ୍ଧପ୍ରମାତାମହୀ ( ଆଈଙ୍କ ମା’ଙ୍କ ମା ) ଅମୁକୀ ଦେବୀ ଆଦିତ୍ୟରୂପା ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ୟୈ ସ୍ୱଧା ନମଃ।।୩ ।।

ପତ୍ନ୍ୟାଦି ତର୍ପଣ
ଅମୁକଗୋତ୍ରା ଅସ୍ମତ୍ପତ୍ନୀ ( ପତ୍ନୀ ) ଅମୁକୀ ଦେବୀ ବସୁରୂପା ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ୟୈ ସ୍ୱଧା ନମଃ।।୧ ।।

ଅମୁକଗୋତ୍ରାଃ ଅସ୍ମତ୍ସୁତଃ ( ପୁତ୍ର ) ଅମୁକଶର୍ମା ବସୁରୂପସ୍ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ମୈ ସ୍ୱଧା ନମଃ।।୩ ।।

ଅମୁକଗୋତ୍ରା ଅସ୍ମତ୍କନ୍ୟା ( କନ୍ୟା ) ଅମୁକୀ ଦେବୀ ବସୁରୂପା ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ୟୈ ସ୍ୱଧା ନମଃ।।୧ ।।

ଅମୁକଗୋତ୍ରାଃ ଅସ୍ମତ୍ପିତୃବ୍ୟଃ ( ବାପାଙ୍କ ଭାଇ ) ଅମୁକଶର୍ମା ବସୁରୂପସ୍ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ମୈ ସ୍ୱଧା ନମଃ।।୩ ।।

ଅମୁକଗୋତ୍ରାଃ ଅସ୍ମନ୍ମାତୁଳଃ ( ମାମୁଁ ) ଅମୁକଶର୍ମା ବସୁରୂପସ୍ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ମୈ ସ୍ୱଧା ନମଃ।।୩ ।।

ଅମୁକଗୋତ୍ରାଃ ଅସ୍ମଦ୍ଭ୍ରାତା ( ନିଜ ଭାଇ ) ଅମୁକଶର୍ମା ବସୁରୂପସ୍ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ମୈ ସ୍ୱଧା ନମଃ।।୩ ।।

ଅମୁକଗୋତ୍ରାଃ ଅସ୍ମତ୍ସାପତ୍ନଭ୍ରାତା ( ସାବତ ଭାଇ ) ଅମୁକଶର୍ମା ବସୁରୂପସ୍ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ମୈ ସ୍ୱଧା ନମଃ।।୩ ।।

ଅମୁକଗୋତ୍ରା ଅସ୍ମତ୍ପିତୃଭଗିନୀ ( ପିଉସୀ ) ଅମୁକୀ ଦେବୀ ବସୁରୂପା ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ୟୈ ସ୍ୱଧା ନମଃ।।

ଅମୁକଗୋତ୍ରା ଅସ୍ମନ୍ମାତୃଭଗିନୀ ( ମାଉସୀ ) ଅମୁକୀ ଦେବୀ ବସୁରୂପା ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ମୈ ସ୍ୱଧା ନମଃ ।।୧ ।।

ଅମୁକଗୋତ୍ରା ଅସ୍ମଦାତ୍ମଭଗିନୀ ( ନିଜ ଭଉଣୀ ) ଅମୁକୀ ଦେବୀ ବସୁରୂପା ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ମୈ ସ୍ୱଧା ନମଃ।।୧ ।।

ଅମୁକଗୋତ୍ରା ଅସ୍ମତ୍ସାପତ୍ନ୍ଯଭଗିନୀ ( ସାବତ ଭଉଣୀ ) ଅମୁକୀ ଦେବୀ ବସୁରୂପା ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ୟୈ ସ୍ୱଧା ନମଃ।।୧ ।।

ଅମୁକଗୋତ୍ରାଃ ଅସ୍ମତ୍ ଶ୍ବଶୁରଃ ( ଶଶୁର ) ଅମୁକଶର୍ମା ବସୁରୂପସ୍ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ମୈ ସ୍ୱଧା ନମଃ।।୩ ।।

ଅମୁକଗୋତ୍ରାଃ ଅସ୍ମଦ୍ଗୁରୁଃ ଅମୁକଶର୍ମା ବସୁରୂପସ୍ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ମୈ ସ୍ୱଧା ନମଃ।।୩ ।।

ଅମୁକଗୋତ୍ରା ଅସ୍ମଦାଚାର୍ଯ୍ଯପତ୍ନୀ ଅମୁକୀ ଦେବୀ ବସୁରୂପା ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ମୈ ସ୍ୱଧା ନମଃ।।୨ ।।

ଅମୁକଗୋତ୍ରାଃ ଅସ୍ମଚ୍ଛିଷ୍ୟଃ ଅମୁକଶର୍ମା ବସୁରୂପସ୍ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ମୈ ସ୍ୱଧା ନମଃ।।୩ ।।

ଅମୁକଗୋତ୍ରାଃ ଅସ୍ମତ୍ସଖା ଅମୁକଶର୍ମା ବସୁରୂପସ୍ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ମୈ ସ୍ୱଧା ନମଃ।।୩ ।।

ଅମୁକଗୋତ୍ରାଃ ଅସ୍ମଦାପ୍ତପୁରୁଷଃ ଅମୁକଶର୍ମା ବସୁରୂପସ୍ତୃପ୍ୟତାମ୍ ଇଦଂ ସତିଳଂ ଜଳଂ ତସ୍ମୈ ସ୍ୱଧା ନମଃ।।୩ ।।

ଏହା ପରେ ସବ୍ୟ ହୋଇ ପୂର୍ବାଭିମୁଖୀ ହୋଇ ନିମ୍ନଲିଖିତ ଶ୍ଳୋକ ପଢ଼ି ପାଣି ତଳକୁ ପକାନ୍ତୁ।

ଦେବାସୁରାସ୍ତଥା ଯଜ୍ଞା ନାଗା ଗନ୍ଧର୍ବରାକ୍ଷସାଃ ।
ପିଶାଚା ଗୁହ୍ନକାଃ ସିଦ୍ଧାଃ କୂଷ୍ମାଣ୍ଡାସ୍ତରବଃ ଖଗାଃ।।

ଜଳେଚରା ଭୂନିଳୟା ବାୟ୍ବାଧାରାଶ୍ଚ ଜନ୍ତବଃ।
ପ୍ରୀତିମେତେ ପ୍ରୟାନ୍ତ୍ବାଶୁ ମଦ୍ଦତ୍ତେନାମ୍ବୁନାଖିଳାଃ।।

ନରକେଷୁ ସମସ୍ତେଷୁ ଯାତନାସୁ ଚ ଯେ ସ୍ଥିତାଃ।
ତେଷାମାପ୍ୟାୟନାଯୈତଦ୍ ଦୀୟତେ ସଲିଳଂ ମୟା।।

ଅପସବ୍ୟରେ

ଯେ ବାନ୍ଧବା ଅବାନ୍ଧବା ଅନ୍ୟଜନ୍ମନି ବାନ୍ଧବାଃ।
ତେ ତୃପ୍ତିମଖିଳା ଯାନ୍ତୁ ଯେ ଚାସ୍ମତ୍ ତୋୟକାଂକ୍ଷିଣଃ।

ଅତୀତକୁଳକୋଟୀନାଂ ସପ୍ତଦ୍ବୀପନିବାସିନାମ୍।
ଆବ୍ରହ୍ମଭୁବନଲୋକାଦିଦମସ୍ତୁ ତିଳୋଦକମ୍।।

(ତିନି ଅଞ୍ଜଳି)

ଯେଽଵାନ୍ଧବା ଵାନ୍ଧବା ବା ଯେଽନ୍ୟଜନ୍ମନି ଵାନ୍ଧବାଃ।
ତେ ସର୍ବେ ତୃପ୍ତିମାୟାନ୍ତୁ ଯେ ଚାସ୍ମତ୍ତୋୟକାଙ୍କ୍ଷଣଃ।।

ଓଁ ଆଵ୍ରହ୍ମସ୍ତମ୍ବପର୍ଯ୍ଯନ୍ତଂ ଦେବର୍ଷିପିତୃମାନବାଃ।
ତୃପ୍ୟନ୍ତୁ ପିତରଃ ସର୍ବେ ମାତୃମାତାମହାଦୟଃ।।

ଅତୀତକୁଳକୋଟୀନାଂ ସପ୍ତଦ୍ବୀପନିବାସିନାମ୍।
ଆଵ୍ରହ୍ମଭୁବନାଲ୍ଲୋକାଦିଦମସ୍ତୁ ତିଳୋଦକମ୍।।

ଯେଽଵାନ୍ଧବା ଵାନ୍ଧବା ବା ଯେଽନ୍ୟଜନ୍ମନି ଵାନ୍ଧବାଃ।
ତେ ସର୍ବେ ତୃପ୍ତିମାୟାନ୍ତୁ ମୟା ଦତ୍ତେନ ବାରିଣା।।

ଭୀଷ୍ମ ତର୍ପଣ
ଏହା ପରେ ଦକ୍ଷିଣାଭିମୁଖ ହୋଇ ପିତୃ ତର୍ପଣ ଭଳି ଯଜ୍ଞୋପବୀତ କୁ ଅପସବ୍ୟ କରି ହାତରେ କୁଶ ଧାରଣ କରି ଵାଳ ବ୍ରହ୍ମଚାରୀ ଭକ୍ତପ୍ରବର ଭୀଷ୍ମ ଙ୍କ ଉଦ୍ଦେଶ୍ୟରେ ପିତୃତୀର୍ଥରୁ ତିଳ ମିଶ୍ରିତ ପାଣି ଦ୍ଵାରା ତର୍ପଣ କରନ୍ତୁ। ତାଙ୍କ ତର୍ପଣ ମନ୍ତ୍ର ନିମ୍ନରେ ଦିଆଗଲା-

ବୈୟାଘ୍ରପ୍ରଦଗୋତ୍ରାୟ ସାଙ୍କୃତିପ୍ରବରାୟ ଚ।
ଗଙ୍ଗାପୁତ୍ରାୟ ଭୀଷ୍ମାୟ ପ୍ରଦାସ୍ୟେଽହଂ ତିଳୋଦକମ୍।
ଅପୁତ୍ରାୟ ଦଦାମ୍ୟେତତ୍ସଲିଳଂ ଭୀଷ୍ମବର୍ମଣେ।।

ଅର୍ଘ୍ୟଦାନ
ପୁନଶ୍ଚ ଶୁଦ୍ଧ ପାଣିରେ ଆଚମନ କରି ପ୍ରାଣାୟମ କରନ୍ତୁ। ତାପରେ ଯଜ୍ଞୋପବୀତ ବାମ କାନ୍ଧକୁ ନେଇ ଗୋଟିଏ ପାତ୍ରରେ ଶୁଦ୍ଧ ପାଣି ରଖି ମଧ୍ୟଭାଗରେ ଅନାମିକା ଆଙ୍ଗୁଳିରେ ଷଡ୍ଦଳ ପଦ୍ମ ତିଆରି କରନ୍ତୁ ଏବଂ ସେଥିରେ ଶ୍ଵେତ ଚନ୍ଦନ, ଚାଉଳ, ଫୁଲ ତଥା ତୁଳସୀଦଳ ରଖନ୍ତୁ। ତାପରେ ଅନ୍ୟ ଏକ ପାତ୍ରରେ ଚନ୍ଦନରେ ଷଡ୍ଦଳ ପଦ୍ମ ତିଆରି କରି ସେଥିରେ ପୂର୍ବ ଆଦି ଦିଗ କ୍ରମରେ ଵ୍ରହ୍ମା ଆଦି ଦେବତା ମାନଙ୍କର ଆବାହନ- ପୂଜା କରନ୍ତୁ ତଥା ପ୍ରଥମ ପାତ୍ରରେ ଥିବା ପାଣିରେ ସେହି ଦେବତା ମାନଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ। ଅର୍ଘ୍ୟଦାନ ର ମନ୍ତ୍ର ନିମ୍ନରେ ଦିଆଗଲା-

ଓଁ ଵ୍ରହ୍ମ ଜଜ୍ଞାନଂ ପ୍ରଥମଂ ପୁରସ୍ତାଦ୍ବି ସୀମତଃ ସୁରୁଚୋ ଵ୍ବେନଽଆବଃ ।
ସ ଵୁଧ୍ନ୍ୟା ଽଉପମା ଽଅସ୍ୟ ବ୍ବିଷ୍ଠାଃ ସତଶ୍ଚ ଯୋନିମସତଶ୍ଚ ବ୍ବିବଃ।।( ଶୁ. ୟ. ୧୩/୩ )

ଓଁ ଵ୍ରହ୍ମଣେ ନମଃ। ଵ୍ରହ୍ମାଣଂ ପୂଜୟାମି।।
ଓଁ ଇଦଂ ବିଷ୍ଣୁର୍ବିଚକ୍ରମେ ତ୍ରୋଧା ନିଦଧେ ପଦମ୍।
ସମୂଢମସ୍ୟପାଁ ସୁରେ ସ୍ଵାହା।। ( ଶୁ. ୟ. ୫/୧୫ )

ଓଁ ବିଷ୍ଣବେ ନମଃ। ବିଷ୍ଣୁଂ ପୂଜୟାମି।।
ଓଁ ନମସ୍ତେ ରୁଦ୍ର ମନ୍ୟବ ଽଉତୋ ତ ଽଇଷବେ ନମଃ।
ଵାହୁଭ୍ୟାମୁତ ତେ ନମଃ।।( ଶୁ. ୟ. ୧୬/୧ )
ଓଁ ରୁଦ୍ରାୟ ନମଃ। ରୁଦ୍ରଂ ପୂଜୟାମି।।
ଓଁ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି।
ଧିୟୋ ୟୋ ନଃ ପ୍ରଚୋଦୟାତ୍।।( ଶୁ. ୟ. ୩୬/୩ )

ଓଁ ସବିତ୍ରୋ ନମଃ। ସବିତାରଂ ପୂଜୟାମି।।
ଓଁ ମିତ୍ରାସ୍ୟ ଚର୍ଷଣୀଧୃତୋଽବୋ ଦେବସ୍ୟ ସାନସି।
ଦ୍ୟୁମ୍ନଂ ଚିତ୍ରାଶ୍ରବସ୍ତମମ୍।। ( ଶୁ. ୟ. ୧୧/୬୨ )

ଓଁ ମିତ୍ରାୟ ନମଃ। ମିତ୍ରଂ ପୂଜୟାମି।।
ଓଁ ଇମଂ ମେ ବ୍ବରୁଣ ଶ୍ରୁଧୀ ହବମଦ୍ଦ୍ୟା ଚ ମୃଡୟ।
ତ୍ବାମବସ୍ୟୁରାଚକେ।। ( ଶୁ. ୟ. ୨୧/୧ )

ଓଁ ବରୁଣାୟ ନମଃ। ବରୁଣଂ ପୂଜୟାମି।।

ସୂର୍ଯ୍ଯୋପସ୍ଥାନ
ଏହା ପରେ ନିମ୍ନଲିଖିତ ମନ୍ତ୍ର ପଢ଼ି ସୂର୍ଯ୍ଯୋପସ୍ଥାନ କରନ୍ତୁ –

ଓଁ ଅଦୃଶ୍ରମସ୍ୟ କେତବୋ ବିରଶ୍ମୟୋ ଜନାଁ।।୨ ।। ଅନୁ।ଭ୍ରାଜନ୍ତୋ ଽଅଗ୍ନୟୋ ଯଥା।
ଉପୟାମଗୃହୀତୋଽସି ସୂର୍ଯ୍ଯାୟ ତ୍ବା ଭ୍ରାଜାୟୈଷ ତେ ଯୋନିଃ ସୂର୍ଯ୍ଯାୟ ତ୍ବା ଭ୍ରାଜାୟ। ସୂର୍ଯ୍ଯ ଭ୍ରାଜିଷ୍ଠସ୍ତ୍ବଂ ଦେବେଷ୍ବସି ଭ୍ରାଜିଷ୍ଠୋଽହମନୁଷ୍ୟେଷୁ ଭୂୟାସମ୍।।( ଶୁ. ୟ. ୮/୪୦ )

ଓଁ ହ ପ୍ର ସଃ ଶ୍ଚିଷଞ୍ସୁରନ୍ତରିକ୍ଷସଦ୍ଧୋତା ବ୍ବେଦିଷଦତିଥିର୍ଦୁରୋଣସତ୍।

ନୃଷଦ୍ଦ୍ବରସଦୃତସଦ୍ବୟୋମସଦଵ୍ଜା ଗୋଜା ଽଋତଜା ଽଅଦ୍ରିଜା ଽଋତଂ ବୃହତ୍।। ( ଶୁ. ୟ. ୧୦/୨୪ )

ଏହା ପରେ ଦିଗ୍ଦେବତା ମାନଙ୍କୁ ପୂର୍ବ ଆଦି କ୍ରମରେ ନମସ୍କାର କରନ୍ତୁ –

ଓଁ ଇନ୍ଦ୍ରାୟ ନମଃ’ ପ୍ରାଚ୍ୟୈ।।
ଓଁ ଅଗ୍ନୟେ ନମଃ’ ଆଗ୍ନେୟ୍ୟୈ।।
ଓଁ ଯମାୟ ନମଃ’ ଦକ୍ଷିଣାୟୈ।।
ଓଁ ନିର୍ଋତୟେ ନମଃ’ ନୈର୍ଋତ୍ୟୈ।।
ଓଁ ଓଁ ବରୁଣାୟ ନମଃ’ ପଶ୍ଚିମାୟୈ।।
ଓଁ ବାୟବେ ନମଃ’ ବାୟବ୍ୟୈ।।
ଓଁ ସୋମାୟ ନମଃ’ ଉଦୀଚ୍ୟୈ।।
ଓଁ ଈଶାନାୟ ନମଃ’ ଐଶାନ୍ୟୈ।।
ଓଁ ଵ୍ରହ୍ମଣେ ନମଃ’ ଊର୍ଧ୍ବାୟୈ।।
ଓଁ ଅନନ୍ତାୟ ନମଃ’ ଅଧରାୟୈ।।

ଏହା ପରେ ପାଣିରେ ନମସ୍କାର କରନ୍ତୁ –

ଓଁ ଵ୍ରହ୍ମଣେ ନମଃ। ଓଁ ଅଗ୍ନୟେ ନମଃ। ଓଁ ପୃଥିବ୍ୟୈ ନମଃ। ଓଁ ଔଷଧିଭ୍ୟୋ ନମଃ। ଓଁ ବାଚେ ନମଃ। ଓଁ ବାଚସ୍ପତୟେ ନମଃ। ଓଁ ଓଁ ମହଦ୍ଭ୍ୟୋ ନମଃ। ଓଁ ବିଷ୍ଣବେ ନମଃ। ଓଁ ଅଦ୍ଭ୍ୟୋ ନମଃ। ଓଁ ଅପାମ୍ପୟତେ ନମଃ। ଓଁ ବରୁଣାୟ ନମଃ।।

ମୁଖମାର୍ଜନ

ତାପରେ ନିମ୍ନଲିଖିତ ମନ୍ତ୍ର ପଢ଼ି ପାଣିରେ ମୁହଁ ଧୋଇ ଦିଅନ୍ତୁ।

ଓଁ ସଂବର୍ଚସା ପୟସା ସନ୍ତନୂଭିରଗନ୍ମହି ମନସା ସଁ ଶିବେନ।
ତ୍ବଷ୍ଟା ସୁଦତ୍ରୋ ବ୍ବିଦଧାତୁ ରାୟୋଽନୁମାର୍ଷ୍ଟୁ ତନ୍ବୋ ୟଦ୍ବିଲିଷ୍ଟମ୍।। ( ଶୁ. ୟ. ୨/୨୪ )

ବିସର୍ଜନ – ନିମ୍ନଲିଖିତ ମନ୍ତ୍ର ପଢ଼ି ଦେବତାମାନଙ୍କୁ ବିସର୍ଜନ କରନ୍ତୁ –

ଓଁ ଦେବା ଗାତୁବିଦୋ ଗାତୁଂ ବିତ୍ତ୍ବା ଗାତୁମିତ।
ମନସସ୍ପତ ଽଇମଂ ଦେବ ୟଜ୍ଞଁ ସ୍ଵାହା ବ୍ବାତେ ଧାଃ।।
( ଶୁ. ୟ. ୨/୨୧ )

ସମର୍ପଣ

ନିମ୍ନଲିଖିତ ବାକ୍ୟ ପଢ଼ି ଏହି ତର୍ପଣ- କର୍ମ ଭଗବାନଙ୍କୁ ସମର୍ପିତ କରନ୍ତୁ –

ଅନେନ ଯଥାଶକ୍ତିକୃତେନ ଦେବର୍ଷିମନୁଷ୍ୟପିତୃତର୍ପଣାଖୟେନ କର୍ମଣା ଭଗବାନ୍ ମମ ସମସ୍ତପିତୃସ୍ଵରୂପୀ ଜନାର୍ଦନବାସୁଦେବଃ ପ୍ରୀୟତାଂ ନ ମମ।

ଓଁ ବିଷ୍ଣବେ ନମଃ। ଓଁ ବିଷ୍ଣବେ ନମଃ। ଓଁ ବିଷ୍ଣବେ ନମଃ।

ଓଁ କେଶବାୟ ନମଃ ।
ଓଁ ମାଧବାୟ ନମଃ ।
ଓଁ ଗୋବିନ୍ଦାୟ ନମଃ ।


Share it

Leave a comment

Your email address will not be published. Required fields are marked *

Verified by MonsterInsights