ସ୍ମୃତି ତ ଉଦିଆ ଜହ୍ନ

Share it

ସ୍ମୃତି ତ ଉଦିଆ ଜହ୍ନ
ମନେ ଥାଏ ଯେତେଦିନ

ଛାଟି ବରଷାରେ ଝୋଟି
ଲିଭି ଯାଇ ପାରେ ଷଠୀ
ଲିଭି ଯିବା ଜାଣିଛ କି
ସ୍ମୃତିର କଅଁଳ ଚିହ୍ନ

ସ୍ମୃତି ତ ଉଦିଆ ଜହ୍ନ
ମନେ ଥାଏ ଯେତେଦିନ


Laxmidhar Nayak
My Facebook Post: 23rd September 2019


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights