ଧନ୍ୟବାଦ୍ ପୋଲିସ୍

Share it

ଧନ୍ୟବାଦ୍ ପୋଲିସ୍

ପୋଲିସର ଏ ଆଚରଣକୁ
ମୁଁ ଆଚାର୍ଯ୍ୟ ମନୋବୃତ୍ତି କହିବି ।

ଯାହାଙ୍କ ଆଚରଣରୁ ସମାଜ ଶିକ୍ଷା ଲାଭ କରେ
ସେ ଆଚାର୍ଯ୍ୟ ।

ଲୋକଙ୍କୁ ନିୟମାନୁବ୍ରତୀ କରିବା
ପୋଲିସର ଏକମାତ୍ର କାମ ।

ଠିକ୍ ମା’ ପରି ହେବା କଥା ପୋଲିସର ଆଚରଣ –
ଶ୍ରଦ୍ଧାରେ ଲହୁଣୀ ବି ଖୁଆଇବ,

ଚଗଲା ହେଲେ ନିର୍ଘାତ ତେନ୍ତୁଳି ଛାଟିଆ ପାହାର ବି ଦେବ,

ଅସୁରଙ୍କୁ ଦୁର୍ଗା ସାଜି ଦୃଢ଼ଭାବେ ସଂହାର ମଧ୍ୟ କରିବ ।

( ପୋଲିସର ତ୍ରୁଟି ସମ୍ୱନ୍ଧୀୟ ଲେଖାକୁ ଯେହେତୁ ଆମେ ୩ ହଜାରରୁ ଅଧିକ ସେୟାର କଲେ, ପୋଲିସର ଏ ପ୍ରଶଂସନୀୟ କାର୍ଯ୍ୟ ଅତିକମ୍ ରେ ୫ ହଜାର ସେୟାର ହେବା ଉଚିତ ।

ଜଣକର ଗୋଟିଏ ଭଲ କାମକୁ ପ୍ରଶଂସା କଲେ ସେ ଅନେକ ଭଲକାମ କରିବାର ଶକ୍ତି ପ୍ରାପ୍ତ ହୁଏ । ତେଣୁ ପ୍ରଶଂସା କରିବା ମଧ୍ୟ ଅଭ୍ୟାସ କରାଯାଉ ।)

Laxmidhar Nayak
My Facebook Post: 11th September 2019


Share it

Leave a comment

Your email address will not be published. Required fields are marked *

Verified by MonsterInsights