ନୂଆଖାଇ ଜୁହାର
କୁଟୁମ୍ୱ ବନ୍ଧୁ ଯେ ବିଦେଶୀ
ଯେ ଅନ୍ନ ଦାନ ଦିଏ ହସି ।
ଗଂଗା ଗୟା ଯେ ବାରାଣସୀ
ତା ହସ୍ତେ ସର୍ବ ତୀର୍ଥ ବସି ।
ଯେ ଅନ୍ନ ଦିଅନ୍ତି ହୋ ଦାନ
ଦେବେ କରନ୍ତି ତାଂକୁ ମାନ୍ଯ ।
ଯେ ଅନ୍ନ ବସ୍ତ୍ର ଦେଉଥାଇ
ତା ପୁଣ୍ଯ ମୁଖେ କେବା କହି ।
ମହାପୁରୁଷ ଶ୍ରୀଅଚ୍ଯୁତାନନ୍ଦ
ଶ୍ରୀଗୁରୁଭକ୍ତିଗୀତା, ତୃତୀୟ ଖଣ୍ଡ, ଦ୍ୱିତୀୟ ପଟଳ
ମହାନ ଗଣପର୍ବ ନୂଆଖାଇ ଅବସରରେ
ସମସ୍ତଂକୁ ନୂଆଖାଇର ଅଭିନନ୍ଦନ ।
ସସମ୍ମାନ ଜୁହାର ।
Laxmidhar Nayak
My Facebook Post: 3rd September 2019