ଆନନ୍ଦ କାହିଁ !! ନୂଆଖାଇ ଜୁହାର

Share it

ସେଇ ତ ତିଥି
ଛନ୍ତି ଅତିଥି
ପାଚିଛି ଧାନ
ଅଛି ପାର୍ବଣ
ବାଜୁଛି ବାଜା
ଜଗତ ସଜ୍ଜା
ଫୁଟିଛି ଫୁଲ
ସରଗ ତୁଲ
କଣ ନାହିଁ ?

କିଆଁ କହୁନ
ସବୁ ମଉନ
ଦି ଧାର ଲୁହ
ଆନନ୍ଦ କାହିଁ !!

ନୂଆଖାଇ ଜୁହାର


ଲକ୍ଷ୍ମୀଧର ନାୟକ
My Facebook Post: 11th September 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights