Mo Lekha
Laxmidhar Nayak
My Facebook Post: 17th August 2021
ଆପଣଙ୍କ ଆଡେ ଏବେ ନିଶ୍ଚୟ ବର୍ଷା ହେଉଥିବ,
କାଇଁ କହୁ ନାହାନ୍ତି ଯେ !
ବରଷା କାଳ ଅଟେ ମଙ୍ଗଳକାରୀ
ପାଳଇ ପରଜାଙ୍କୁ ବରଷି ବାରି
ମୋର ତ ଭିତରେ ବନ୍ୟା ବାହାରେ ବର୍ଷା
ବନ୍ୟାକୁ ଗାମୁଛାରେ ଘୋଡେଇ ମୁଁ ବା କି ବର୍ଷା ବର୍ଣ୍ଣନା କରି ପାରନ୍ତି ଯେ କରିବି
ତଥାପି ତ ସବୁଦିନ ଧାଡିଏ ଦି ଧାଡି ଅଳପ ବହୁତ ବର୍ଷୁଛି ଆପଣମାନଙ୍କ ମନକୁ ଭେଦେଇବାକୁ
ଭେଦୁଛି କି ନାହିଁ ତ ଜାଣେନି, ତାହା ଭିନ୍ନ କଥା ମଧ୍ୟ
କିନ୍ତୁ ମୁଁ ବେଳେବେଳେ ଭାବୁଛି
ଏଥି ପାଇଁ କଣ ମୋର ଜନମ
କି ଭାବି ବିଧାତା ଲେଖୁଥିଲା ଭାଗ୍ୟ
ଜାଣୁ ଜାଣୁ ମୁଁ ତ ଶୋଭାନନ୍ଦନ
ଏ କି ଭାଗ୍ୟ ଭୋଗ୍ୟ ଯୋଗ୍ୟ ବା ଦିଶିଲା ତାରେ ଶୋଭନ
Laxmidhar Nayak
My Facebook Post: 17th August 2021