ୱାଇ ବି ଖୁରାନିଆ ନୁଆ ପୋଲିସ ଡିଜି

Share it


ଅଳପ ଖବର :
16th August 2024

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ ୱାଇ ବି ଖୁରାନିଆ ହେଲେ ଓଡିଶା ପୋଲିସ ଡିଜି।
ଏ ନେଇ ଆଜି ସୂଚନା ପ୍ରଦାନ କରିଛନ୍ତି ରାଜ୍ଯ ସରକାର ।

ଶ୍ରୀ ଖୁରାନିଆ କେନ୍ଦ୍ରରେ ବିଏସଏଫରେ ସ୍ବତନ୍ତ୍ର ଡିଜି ଭାବେ କାର୍ଯ୍ୟରତ ଥିଲେ ଓ ନିକଟ ଅତୀତରେ କେନ୍ଦ୍ରୀୟ ଡେପୁଟେସନରୁ ଓଡିଶା ଫେରିଥିଲେ । 1990 ବ୍ୟାଚର ଖୁରାନିଆ ପୂର୍ବରୁ ଭୁବନେଶ୍ବର ପୋଲିସ କମିଶନର ଭାବେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ଓଡିଶାର ପୋଲିସ ଡିଜି ଦାୟିତ୍ବରେ ଅରୁଣ ଷଡଙ୍ଗୀ ଅଛନ୍ତି।


Share it

Leave a comment

Your email address will not be published. Required fields are marked *

Verified by MonsterInsights