ସଚିବାଳୟ ନାଁ
ଲୋକ ସେବା ଭବନ ହେଲା
ଭଲ ହେଲା
କେବଳ କଲେକ୍ଟର, ଏସ୍ ପି, ସଚିବମାନେ ସାଧାରଣ ଲୋକଂକୁ ଚିଠି ଲେଖିଲେ,
ଚିଠିର ତଳେ ଲେଖନ୍ତୁ
” ମୁଁ ଆପଣଂକ ଅତି ବିଶ୍ୱସ୍ତ ସେବକ, Sir ”
ଓହୋ, ଭାରି ଭଲ ଲାଗିବ ଶୁଣିବାକୁ
ବ୍ରିଟିଶ ଶାସନରେ ସରକାରୀ ଅଫିସରମାନେ ସାଧାରଣ ଲୋକଂକୁ ଚିଠି ଲେଖିଲେ ବି, ଶେଷରେ ଲେଖୁଥିଲେ –
I have the honour to be, sir,
Your most obedient servant
ସ୍ୱାଧୀନତା ପରେ
ଆଜି କାଲିକା ସରକାରୀ ଅଫିସରମାନେ ଏପରି ଲେଖୁନାହାନ୍ତି କାହିଁକି ?
କୌଣସି ଆଇନ ତାଂକୁ ବାରଣ କରିଛି କି ?
ସେପରି ନଲେଖୁ ଥିବାରୁ ସେମାନଂକୁ ସେମାନଂକର ପଦମର୍ଯ୍ଯାଦା ବା ଔକାତ୍ ସ୍ମରଣରେ ରହୁ ନାହିଁ ,
ସେଥିପାଇଁ ସେବା ମନୋଭାବ ଊଣା ହୋଇ ଯାଉଛି ବୋଧହୁଏ ।
( ଉଲ୍ଲାସ ହର୍ଷ ବର୍ଦ୍ଧନାର୍ଥେ ଲକ୍ଷ୍ମୀଧରୋପନିଷଦ ? Ha ha ha )
ଲକ୍ଷ୍ମୀଧର ନାୟକ
My Facebook Post: 30th July 2019