ମହୁଲ ନୁଆ : ଆମ ସଂସ୍କୃତି ଆମ ପରମ୍ପରା

Share it

ଆଜି ଆମେ ମହୁଲ ନୂଆ ପାଳନ କଲୁ। ସମସ୍ତ ଗୁରୁଜନମାନଙ୍କୁ ଜୁହାର।

ଋଗବେଦ ବର୍ଣ୍ଣିତ ପୁଷା ଦେବୀଙ୍କ ପ୍ରତି ସମର୍ପିତ ଏହି ପର୍ବ। ପୃଥିବୀର ଅରଣ୍ୟ ସଂପଦ ଏବଂ ଶସ୍ୟ କ୍ଷେତ୍ରର ରକ୍ଷାକର୍ତ୍ତୀ ଦେବୀ ହେଉଛନ୍ତି ପୁଷା। ପରବର୍ତ୍ତୀ ସମୟରେ ସେ ମାଁ ଲଛମା ନାମରେ ମଗଧା ଯାଦବଙ୍କ ଦ୍ବାରା ପିତୃ ଉପାସନା ସ୍ଥଳରେ ଉପାସିତ ହୋଇ ଆସୁଛନ୍ତି।

ମହୁଲ ନୂଆଁରେ ‘ଆମ୍ବ କଷି’, ‘ଚାର କଷି’ ଓ ‘ମହୁଲ ଫୁଲ କୁଚି’କୁ ଆଣି ଦେବତାଙ୍କୁ ସମର୍ପଣ କରାଯାଏ। ମୁଁ ମହୁଲ କୁଚିକୁ ହାତରେ ଧରିଛି।

ସୁନୀଲ ଧାଙ୍ଗଡାମାଝୀ, କଳାହାଣ୍ଡି


Share it

Leave a comment

Your email address will not be published. Required fields are marked *

Verified by MonsterInsights